କ୍ରମାଗତ ୨ୟ ଦିନ ପାଇଁ ଷ୍ଚକ ବଜାରରେ ହ୍ରାସ : ସେନସେକ୍ସ ୫୩୬ ପଏଣ୍ଟ ଖସିଲା

ନୂଆଦିଲ୍ଲୀ: ନୂଆବର୍ଷ ଅର୍ଥାତ୍ ୨୦୨୪ର ପ୍ରଥମ କାରବାର ସପ୍ତାହରେ କ୍ରମାଗତ ଦ୍ଵିତୀୟ ସେସନ ପାଇଁ ପ୍ରଫିଟ ବୁକିଂ ଯୋଗୁଁ ଭାରତୀୟ ଷ୍ଟକ ବଜାର ରେ ବ୍ୟାପକ ହ୍ରାସ ଘଟିଛି। ଆଇଟି ଏବଂ ମେଟାଲ୍ ଷ୍ଟକରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଆଜିର କାରବାର ଶେଷ ସୁଦ୍ଧା ବିଏସ୍ଇ ସେନସେକ୍ସ ୫୩୬ ପଏଣ୍ଟ ହ୍ରାସ ପାଇ ୭୧,୩୫୬ ରେ ପହଞ୍ଚିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୪୮ ପଏଣ୍ଟ … Continue reading କ୍ରମାଗତ ୨ୟ ଦିନ ପାଇଁ ଷ୍ଚକ ବଜାରରେ ହ୍ରାସ : ସେନସେକ୍ସ ୫୩୬ ପଏଣ୍ଟ ଖସିଲା